www.samajalive.in
Sunday, December 14, 2025
26.1 C
Bhubaneswar

ପାଟଣା ବ୍ଲକରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶୁଭାରମ୍ଭ

ପାଟଣା: ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ଙ୍କ ନିର୍ଦ୍ଦେଶ ମତେ ଆଜିଠାରୁ ପାଟଣା ବ୍ଲକରେ ଭୋଟର ତାଲିକା ର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ କାର୍ଯ୍ୟକ୍ରମ ବିଡିଓ ଶିବଶଙ୍କର ମୁର୍ମୁ ଙ୍କ ଦ୍ଵାରା ଉଦଘାଟିତ ହୋଇଛି। ଜିପିଡ଼ିଓ ରଶ୍ମିରେଖା ମହାନ୍ତି ଏହି ସଂଶୋଧନ ପ୍ରକ୍ରିୟା ଆଜିଠାରୁ ମାସେ ପର୍ଯ୍ୟନ୍ତ ଅର୍ଥାତ ୨୮ ନଭେମ୍ବର ଯାଏଁ ଚାଲିବ ବୋଲି ସୂଚନା ଦେଇଥିଲେ। ଏହା ଛଡା ନଭେମ୍ବର ୨, ୧୦, ୧୬ ଏବଂ ୨୪ ତାରିଖ ଦିନ ନିଜ ବୁଥ ସ୍ତରୀୟ ଅଧିକାରୀ ନିକଟସ୍ଥ ବୁଥରେ ରହୁଥିବା ରୁ ସେମାନଙ୍କୁ ଭୋଟର ମାନେ ଆବେଦନ ପତ୍ର ଦେବାକୁ କୁହାଯାଇଛି। ଫର୍ମ ୬ ରେ ନାମ ଯୋଗ ଓ ପଞ୍ଜିକରଣ, ଫର୍ମ ୭ ରେ ନାମ କାଟିବା ଏବଂ ଫର୍ମ ୮ ରେ ନାମ, ଫଟୋ, ତଥ୍ୟ, ଠିକଣା ସଂଶୋଧନ ନିୟମ ଥିବାରୁ ନିଜ ଆବଶ୍ୟକତା ମତେ ଫର୍ମ ନେବାକୁ କୁହାଯାଇଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories