ଇନ୍ଦ୍ରଧନୁର ମନଲୋଭା ଦୃଶ୍ୟ
ବୀରମହାରାଜପୁର: ରବିବାର ସକାଳେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଆକାଶରେ ଇନ୍ଦ୍ରଧନୁର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା। ସୁବଳୟା ମା’ ନାରାୟଣୀ ମନ୍ଦିର ଓ ମାଉସୀ ମନ୍ଦିର ଠାରୁ ଏହି ଦୃଶ୍ୟ ଦେଖିବା ଅତ୍ୟନ୍ତ ମନଲୋଭା ଓ ଆକର୍ଷଣୀୟ ଥିଲା। ଅନେକ ଲୋକ ନିଜର କ୍ୟାମେରାରେ ଏହି ଅପୂର୍ବ ଦୃଶ୍ୟକୁ ସାଇତି ରଖିଥିଲେ।
Comments are closed.