www.samajalive.in
Sunday, December 14, 2025
26.1 C
Bhubaneswar

ଭାରତ ଓ ଜାପାନ ପୁସ୍ତକ ଉନ୍ମୋଚିତ

ସମ୍ବଲପୁର: ସମ୍ବଲପୁର ଜିଲା ଧମା ଅଞ୍ଚଳର ମୂଳ ନିବାସୀ ତଥା ବିଶିଷ୍ଟ ଶିକ୍ଷାବିତ ପ୍ର. ରାଜାରାମ ପଣ୍ଡାଙ୍କ ଦ୍ୱାରା ରଚିତ ପୁସ୍ତକ ‘ଭାରତ ଓ ଜାପାନ – ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ସୋମବାର ଉନ୍ନମୋଚିତ ହୋଇଯାଇଛି। ନୂଆଦିଲ୍ଲୀସ୍ଥିତ ଜାପାନ ଫାଉଣ୍ଡେସନର ନିର୍ଦ୍ଦେଶକ ଜେନେରାଲ କୋଜି ସାତୋ, ରାଷ୍ଟ୍ରଦୂତ ଦୀପା ଗୋପାଲନ ୱାଧୱା, ରାଷ୍ଟ୍ରଦୂତ ସି. ରାଜଶେଖର, ରାଜୁ ମନସୁଖାନୀ, ଡ. ରୂପନାରାୟଣ ଦାସ ତଥା ବିଦେଶ ମନ୍ତ୍ରାଳୟର ଉପଦେଷ୍ଟା ଅଶୋକ ଚାୱଲା ପ୍ରମୁଖ ଏହି ପୁସ୍ତକ ଉନ୍ମୋଚନରେ ଅତିଥି ରୂପେ ଯୋଗ ଦେଇଥିଲେ। ପ୍ର. ପଣ୍ଡା ଜାପାନ, କୋରିଆ ତଥା ଦକ୍ଷିଣ ପୂର୍ବ ଏସିଆର ଜଣେ ଆନ୍ତର୍ଜାତିକ ସ୍ତରର ଖ୍ୟାତି ସମ୍ପନ୍ନ ବିଶାରଦ ଅଟନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories