ବାସୁଦେବପୁର: ଚୂଡାମଣୀ ସାମୁଦ୍ରିକ ଥାନା ପୋଲିସ ଧାମରା- ଜାମୁଝାଡି ରାସ୍ତାର କୋଷ୍ଟ କେନାଲ ଠାରୁ ଚୋରା କୋଇଲା ବୋଝେଇ ଟ୍ରକ ଜବତ କରିଛି। ଏହି ଘଟଣାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଚୋରା କୋଇଲା କାରବାର ଚାଲିବାକୁ ନେଇ ପୋଲିସ ଜାଣିବାକୁ ପାଇ କୋଷ୍ଟ କେନାଲ ଠାରେ ଗାଡି ଚେକିଂ କରିବା ସମୟରେ ଚୋରା କୋଇଲା ବୋଝେଇ ଏକ ଟ୍ରକକୁ ଜବତ କରିଥିଲା। ଗିରଫ ଜଣକ ତୁଳସି ଯାଦବ ବୋଲି ଜଣାପଡିଛି।
Popular Categories



