ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଇକ୍ରୋବ୍ଲଗିଂଗ ସାଇଟ ‘ଏକ୍ସ’ରେ ଶହେ ମିଲିୟନ (୧୦ କୋଟି) ଫଲୋଅର୍ସ ହେବା ନେଇ ‘ଏକ୍ସ’ର ମାଲିକ ଏଲନ ମସ୍କ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜୁଲାଇ ୧୯ ତାରିଖ ରାତି ପ୍ରାୟ ୧୧.୧୧ ମିନିଟ ସମୟରେ ମସ୍କ ତାଙ୍କ ଔପଚାରିକ ‘ଏକ୍ସ’ ହ୍ୟାଣ୍ଡେଲରେ ପିଏମ ମୋଦୀଙ୍କୁ ଟ୍ୟାଗ କରି ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସରେ ସର୍ବାଧିକ ଫଲୋଅର୍ସ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଏଲନ ମସ୍କ
Popular Categories



