www.samajalive.in
Saturday, December 6, 2025
26.1 C
Bhubaneswar

ଗଂଜେଇ ଜବତ କିନ୍ତୁ ଅଭିଯୁକ୍ତ ଫେରାର

ବୌଦ୍ଧ: ବୌଦ୍ଧଥାନା ପୁଲିସ ପକ୍ଷରୁ ଚଢଉ କରାଯାଇ ୨୭୦ କିଲୋ ଗଂଜେଇ ଜବତ କରାଯାଇ ଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ସୁଚନା ମତେ, ଗଂଜେଇ ଚାଲାଣ ହେବାକୁ ଥିବା ନେଇ ବୌଦ୍ଧ ପୁଲିସ ବିଶେଷସୁତ୍ରରୁ ସୂଚନା ପାଇଥିଲା। ଝାଙ୍କରପଡ଼ା ବହିରା ରାସ୍ତାରେ ରାସ୍ତା କଡରେ ଗଂଜେଇ ଚାଲାଣ ପାଇଁ ରଖାଯାଇଥିଲା। ପୁଲିସ ଗଂଜେଇକୁ ଜବତ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଜବତ ଗଂଜେଇର ଓଜନ ୨୭୦ କିଲୋ ଥିବା ନେଇ ପୁଲିସ ସୁତ୍ରରୁ ପ୍ରକାଶ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories