ଛତ୍ରପୁର: ‘ଆମ ହସ୍ପିଟାଲ’ ଯୋଜନାରେ ଗଞ୍ଜାମ ଜିଲ୍ଲାରେ ୧୩ ଟି ସରକାରୀ ଡାକ୍ତରଖାନାର ୫-ଟି ଉପକ୍ରମରେ ରୂପାନ୍ତରୀକରଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଚୁଆଲ ମଧ୍ୟ୍ୟମରେ ଏହାର ଲୋକାର୍ପଣ କରିଛନ୍ତି। ଏଥିସହ ‘ଆଇଭିଆର’ ପଦ୍ଧତିରେ ରୋଗୀମାନଙ୍କର ମତାମତ ସଂଗ୍ରହ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ ହୋଇଛି। ଆମ ହସ୍ପିଟାଲଗୁଡିକରେ କର୍ମଚାରୀଙ୍କ ମୁହଁ ଚିହ୍ନଟ କରି ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ ହୋଇଛି।
Popular Categories



