ବିଦ୍ୟାଳୟ ଭିତ୍ତିକ ମାନ ନିର୍ଦ୍ଧାରଣ ତାଲିମ

ପାଟଣା: ମଙ୍ଗଳବାର ଦିନ ପାଟଣା ଶିକ୍ଷା ଅଧିକାରୀ ମଣ୍ଡଳରେ ତିନି ଦିବସୀୟ ବିଦ୍ୟାଳୟ ଭିତିକ ମାନ ନିର୍ଦ୍ଧାରଣ ତାଲିମ ଆରମ୍ଭ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମ ତିନଟି କେନ୍ଦ୍ର ପାଟଣା ବିଆରସିସି ଗୃହ, ମୁରୁସୁଆଁ ଉଚ୍ଚ ବିଦ୍ୟାଳୟ ଓ କଣ୍ଟିଆପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୦ ଜଣ ଲେଖାଏ ମୋଟ ୧୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତାଲିମ ଦିଆଯାଇଥିଲା।

Comments are closed.