ସାହାରପଡାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ
ପାଟଣା: ସାହାରପଡା ବ୍ଲକ କାର୍ଯ୍ୟାଳୟ ଠାରେ କେନ୍ଦୁଝର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୮୬ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସବୁଠାରୁ ଅଧିକ ଅଭିଯୋଗ ଥିଲା ପଡ଼ି କାର୍ଡ ଓ ବିଭିନ୍ନ ଭତ୍ତା ସମନ୍ଧୀୟ, ୪ଟି ଅଭିଯୋଗ ଗୋଷ୍ଠୀ ଗତ ସମସ୍ୟା ସମ୍ବନ୍ଧିତ, ଦୁଇଟି ଅଭିଯୋଗ ସରକାରୀ ଚାକିରିଆଙ୍କ ପେନସନ ସମ୍ବନ୍ଧୀୟ ଥିଲା। ଶୁଣାଣୀ ଶେଷରେ ୧୦ ଜଣ ଭିନ୍ନକ୍ଷମଙ୍କୁ ବ୍ୟାଟେରୀ ଚାଳିତ ୪ଚକିଆ ଯାନ ବଣ୍ଟନ କରାଯାଇଥିଲା।
Comments are closed.