ଗୁରୁଡ଼ିଝାଟିଆ: ଗୁରୁଡ଼ିଝାଟିଆ ଅଞ୍ଚଳରେ ବିଜେପିର ପ୍ରଭାବ ବୃଦ୍ଧି ପାଉଛି। ଯୁବନେତା ଅଭୟ ବାରିକଙ୍କ ନେତୃତ୍ୱକୁ ସମର୍ଥନ କରି ଗୁରୁଡ଼ିଝାଟିଆ ଅଞ୍ଚଳର ଶତାଧିକ ବିଜେଡି କର୍ମୀ ବିଜେପିରେ ଯୋଗଦାନ କରିଥିଲେ। ଯୁବ ସଂଗଠକ ତଥା ଗୁରୁଡ଼ିଝାଟିଆ ପଞ୍ଚାୟତର ବିଜେଡି କର୍ମୀ ଶିଶିର ଦଳେଇଙ୍କ ସହିତ ଗୁରୁଡ଼ିଝାଟିଆ-କୋତର ତଥା ପଞ୍ଚାୟତର ବହୁ ଆଗଧାଡିର କର୍ମୀ ବିଜେପିରେ ଯୋଗ ଦେଇଛନ୍ତି।
Popular Categories



