www.samajalive.in
Saturday, December 6, 2025
17.1 C
Bhubaneswar

ଅଲ ଓଡିଶା ବଡି ବିଲଡିଂ ଚମ୍ପିୟନସିପ ପ୍ରତିଯୋଗିତା

କଣ୍ଟାବାଞ୍ଜି: ସନ୍ତୋଷ ମଲ୍ଟିଯିମ କଣ୍ଟାବାଞ୍ଜି ଦ୍ୱାରା ରାଜ୍ୟସ୍ଥରୀୟ ବୋଡି ବିଲଡିଂ ଚମ୍ପିୟନସିପ ସ୍ଥାନୀୟ ହରି ଭବନ ସମ୍ମୁଖରେ ଆୟୋଜିତ ହୋଇଥିଲା। ଏହି ପ୍ରତି ଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କର ଦେଢଶହରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ପ୍ରତିଯୋଗୀ ଭାଗ ନେଇ ନିଜନିଜର ସୁନ୍ଦର ସ୍ୱାସ୍ଥ୍ୟକୁ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ମିଷ୍ଟର ଅର୍ଣ୍ଣଲଡ କ୍ଲାସିକ ଚମ୍ପିୟାନ ଜିତେନ୍ ବାରିକ ବାଲେଶ୍ୱର ହୋଇଥିବା ବେଳେ ମହିଳାଙ୍କ ମଧ୍ୟରେ ଅନୁପମା ସ୍ୱାଇଁ ଭୁବନେଶ୍ୱର ଏହି ଟାଇଟଲ ହାସଲ କରିଥିଲେ ଏବଂ ଶଙ୍କର ବାରିକ ରନର୍ସ ଅପ ଟାଇଟଲ ଜିତିଥିଲେ। ମିଷ୍ଟର କଣ୍ଟାବାଞ୍ଜି ପାଇଁ ସଞ୍ଜୟ ବାରିକ ପ୍ରଥମ ହୋଇଥିବା ବେଳେ ବିକାଶ ମେହେର ଦ୍ଵିତୀୟ, ରାଜେଶ ଆନିୟା ତୃତୀୟ ସ୍ଥାନ ଅଧିକାର କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories