www.samajalive.in
Friday, December 12, 2025
14.1 C
Bhubaneswar

ମହାବିଦ୍ୟାଳୟ ପକ୍ଷରୁ ଜଳଛତ୍ର ବ୍ୟବସ୍ଥା

ତିଗିରିଆ: ତିଗିରିଆ ନିଜିଗଡ଼ସ୍ଥିତ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟ ତରଫରୁ ମହାବିଦ୍ୟାଳୟ ପ୍ରବେଶ ପଥ ନିକଟରେ ଏକ ଜଳଛତ୍ର କେନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁଧାଂଶୁବାଳା ଦାସଙ୍କ ଦ୍ୱାରା ବୁଧବାର ଉଦଘାଟିତ ହୋଇଯାଇଛି। ପ୍ରତିଦିନ ଗୋହିରିମୁଣ୍ଡ ଛକରୁ ରାଜବାଟି ପର୍ଯ୍ୟନ୍ତ ଅବସ୍ଥିତ ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା, ବ୍ୟାଙ୍କ କାର୍ଯ୍ୟରେ ପ୍ରତିଦିନ ହଜାର ହଜାର ଆସୁଥିବା ଜନସାଧାରଣଙ୍କ ଶୋଷ ମେଣ୍ଟାଇବା ପାଇଁ ପାନୀୟ ଜଳ ଓ ଦହି ପାଣିର ଆବଶ୍ୟକତା ଅନୁଭବ କରି ମହାବିଦ୍ୟାଳୟ ତରଫରୁ ଏହି ଜଳଛତ୍ର କେନ୍ଦ୍ର ଖୋଲା ଯାଇଛି। ଏହି ଅବସରରେ ପ୍ରାଧ୍ୟାପକ ଅନନ୍ତ ନାରାୟଣ ଆଚାର୍ଯ୍ୟ, ସୁଧୀର ଚନ୍ଦ୍ର ନାଥ ବନୋଜ ଦାସ, ଲକ୍ଷ୍ମୀଧର ସାହୁ, ବିଜୟ ଦାସ, ସଦାନନ୍ଦ ରଣା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories