www.samajalive.in
Saturday, December 6, 2025
26.1 C
Bhubaneswar

ଓଡ଼ିଶା ମନସ୍କର ୧୨ତମ ସଂସ୍କରଣରେ ପରିଚୟର ବିବିଧତା ଉପରେ ଆଲୋଚନା

ଭୁବନେଶ୍ୱର: ଅଲ୍ ଥିଙ୍ଗସ ଓଡ଼ିଶା ଦ୍ବାରା ଆୟୋଜିତ ମାସିକ ଆଲୋଚନା ଚକ୍ର ଓଡ଼ିଶା ମନସ୍କର ୧୨ତମ ସଂସ୍କରଣ ସହିଦନଗରସ୍ଥିତ ଏକ୍ସଟ୍ରାଅଡିନାରୀ ଓ ସେଫ୍ ଓଡ଼ିଶା ଫର୍ ହର୍ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ନିୟମିତ ଆଲୋଚନା ସହିତ ଏହି ଅଧିବେଶନରେ ଓଡ଼ିଆ ଚଳଚ୍ଚିତ୍ର ‘ଇନ୍ଦ୍ରଧନୁ’ର କଳାକାର ଓ ନିର୍ମାତା, ନିର୍ଦେଶକ ଯୋଗ ଦେଇ ସାର୍କଲରେ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ଏହି ସିନେମା ବିଷୟରେ ମତ ରଖିଥିଲେ।

ଓଡ଼ିଶା ମନସ୍କ ଆଲୋଚନା ଚକ୍ରର ବିଷୟ ବସ୍ତୁ ଥିଲା ‘ଆମ ପରିଚୟ ବହୁ ରଙ୍ଗେ ରଙ୍ଗାୟିତ ଏକ ଇନ୍ଦ୍ରଧନୁ ପରି’। ବିଭିନ୍ନ କ୍ଷେତ୍ରରୁ ଆସିଥିବା ପ୍ରାୟ ୨୫ ଜଣ ବ୍ୟକ୍ତି ଏହି ଆଲୋଚନା ଚକ୍ରରେ ନିଜର ମତାମତ ରଖିବା ସହିତ ଅନ୍ୟମାନଙ୍କ ମତାମତ ଓ ଅଙ୍ଗେନିଭା କାହାଣୀଗୁଡ଼ିକୁ ଧୈର୍ଯ୍ୟ ଓ ସମ୍ଭ୍ରମତାର ସହ ଶୁଣିଥିଲେ। ପରେ ଇନ୍ଦ୍ରଧନୁର ସଦସ୍ୟମାନେ ସିନେମା ସମ୍ପର୍କିତ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ଏହି ସିନେମାର ନିର୍ଦ୍ଦେଶକ ଅର୍ଜୁନ ସାମନ୍ତରାୟ, କଳାକାର ଅଭିଷେକ ଗିରି, ସମର୍ପିତା ଦାଶ ପ୍ରମୁଖ ଯୋଗଦେଇ ନିଜର ମତ ରଖିଥିଲେ।

- Advertisement -

ଏହି ସାର୍କଲରେ ବିଶିଷ୍ଟ ଲେଖକ ଓ ଐତିହ୍ୟ ଗବେଷକ ଅନୀଲ ଧିର, ଖାଦ୍ୟ ଗବେଷିକା ଋତୁ ପଟ୍ଟନାୟକ, ଇଣ୍ଡି ଫିଲ୍ମମେକର ଓ ଅଭିନେତା ସ୍ବସ୍ତିକ ଚୌଧୁରୀ, ସିନେମାଟୋଗ୍ରାଫର ଫଲ୍ଗୁ ଶତପଥି ଓ ଅନ୍ୟମାନେ ଉପସ୍ଥିତ ରହି ମତାମତ ରଖିଥିଲେ।

 

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories