www.samajalive.in
Sunday, December 14, 2025
26.1 C
Bhubaneswar

ଆଗାମୀ ୪ ଦିନ ଭୀଷଣ ଗ୍ରୀଷ୍ମପ୍ରବାହ, ଆଜି ୧୧ଟା ସୁଦ୍ଧା ଝାରସୁଗୁଡାରେ ତାପମାତ୍ରା ୪୧.୮ ଡ଼ିଗ୍ରୀ

ଡେସ୍କ: ଆଗାମୀ ୩ରୁ ୪ ଦିନ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଗ୍ରୀଷ୍ମପ୍ରବାହରୁ ଭୀଷଣ ଗ୍ରୀଷ୍ମପ୍ରବାହ ଲାଗି ରହିବା ସମ୍ଭାବନା ଥିବା ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ କହିଛି। ପରବର୍ତୀ ସମୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଇଛି।

ଗତ ୨୪ ଘଣ୍ଟାରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିଛି। ଫୁଲବାଣୀରେ ୮.୮° ଅଧିକ ତାପମାତ୍ରା ରହିଥିବା ବେଳେ ହୀରାକୁଦରେ ୭.୨°, କେନ୍ଦୁଝରରେ ୭.୧°, ବଲାଙ୍ଗୀରରେ ୬.୯°, ଝାରସୁଗୁଡାରେ ୬.୬° ଓ ସମ୍ବଲପୁରରେ ୬.୫° ରହିଛି। ସେହିପରି କୋରାପୁଟରେ ୬.୦°, ସୁନ୍ଦରଗଡରେ ୫.୯°, ଟିଟଲାଗଡରେ ୫.୫° ଓ ଭବାନୀପାଟଣାରେ ୫.୫° ତାପମାତ୍ରା ବୃଦ୍ଧି ପାଇଛି।

- Advertisement -

ଆଜି ଦିନ ୧୧ଟା ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୧.୮ ଡ଼ିଗ୍ରୀ ରେକର୍ଡ ହୋଇଛି। ସେ ସମୟ ମଧ୍ୟରେ କେନ୍ଦୁଝରରେ ୩୯.୨, ଭୁବନେଶ୍ୱରରେ ୩୮.୨, ସମ୍ବଲପୁରରେ ୩୭.୬, ବାଲେଶ୍ୱରରେ ୩୭.୨, ଚାନ୍ଦବାଲିରେ ୩୭, ହୀରାକୁଦରେ ୩୬.୪, ପୁରୀରେ ୩୬, ଗୋପାଳପୁରରେ ୩୫.୪ ଓ ପାରାଦୀପରେ ୩୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories