bjd  ek lkhya koti banner

୧ଲୋକସଭା ଓ ୧୧ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ସିପିଆଇ

mission shakti banner

ଭୁବନେଶ୍ୱର: ଓଡ଼ିଶା ପାଇଁ ଗୋଟିଏ ଲୋକସଭା ଆସନ ଓ ୧୧ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି ସିପିଆଇ। ଜଗତସିଂହପୁର ଲୋକସଭା ଆସନ ପାଇଁ ରମେଶ ଚନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରିଛି ଦଳ। ସେହିପରି ୧୧ଟି ବିଧାନସଭା ମଧ୍ୟରେ ଛତ୍ରପୁର- ରଘୁନାଥ ପ୍ରଧାନ, ସୁନ୍ଦରଗଡ- ରାଜେନ୍ଦ୍ର ନାୟକ, ବ୍ରଜରାଜନଗର- ରମେଶ ଚନ୍ଦ୍ର ତ୍ରିପାଠୀ, ବାଲିକୁଦା-ଏରସମା- ପାଇଁ ଅଭିଜିତ ସାହୁ, କବିସୂର୍ଯ୍ୟନଗର- ପ୍ରବୀଣ ଦାଶ, ନୀଳଗିରି- ଅଜୟ ପଟ୍ଟନାୟକ, ପାରାଦୀପ- ଜିନ୍ମୟୀ ସାହାଣୀ, ନିମାପଡା- ମନୋଜ ପଟ୍ଟନାୟକ, ଭୁବନେଶ୍ୱର (ଉତ୍ତର)- ଶଙ୍କର୍ଷଣ ପରିଡା, ଲକ୍ଷ୍ମୀପୁର- କୁମାର ଜାନି, କଣ୍ଟାବଞ୍ଜି- ପାଣ୍ଡବ ଭୋଇଙ୍କୁ ପ୍ରାର୍ଥୀ କରିଛି ଦଳ।

Comments are closed.