www.samajalive.in
Saturday, December 6, 2025
23.1 C
Bhubaneswar

୧ଲୋକସଭା ଓ ୧୧ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ସିପିଆଇ

ଭୁବନେଶ୍ୱର: ଓଡ଼ିଶା ପାଇଁ ଗୋଟିଏ ଲୋକସଭା ଆସନ ଓ ୧୧ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି ସିପିଆଇ। ଜଗତସିଂହପୁର ଲୋକସଭା ଆସନ ପାଇଁ ରମେଶ ଚନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରିଛି ଦଳ। ସେହିପରି ୧୧ଟି ବିଧାନସଭା ମଧ୍ୟରେ ଛତ୍ରପୁର- ରଘୁନାଥ ପ୍ରଧାନ, ସୁନ୍ଦରଗଡ- ରାଜେନ୍ଦ୍ର ନାୟକ, ବ୍ରଜରାଜନଗର- ରମେଶ ଚନ୍ଦ୍ର ତ୍ରିପାଠୀ, ବାଲିକୁଦା-ଏରସମା- ପାଇଁ ଅଭିଜିତ ସାହୁ, କବିସୂର୍ଯ୍ୟନଗର- ପ୍ରବୀଣ ଦାଶ, ନୀଳଗିରି- ଅଜୟ ପଟ୍ଟନାୟକ, ପାରାଦୀପ- ଜିନ୍ମୟୀ ସାହାଣୀ, ନିମାପଡା- ମନୋଜ ପଟ୍ଟନାୟକ, ଭୁବନେଶ୍ୱର (ଉତ୍ତର)- ଶଙ୍କର୍ଷଣ ପରିଡା, ଲକ୍ଷ୍ମୀପୁର- କୁମାର ଜାନି, କଣ୍ଟାବଞ୍ଜି- ପାଣ୍ଡବ ଭୋଇଙ୍କୁ ପ୍ରାର୍ଥୀ କରିଛି ଦଳ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories