ସମାଜ ଡିଜିଟାଲ ଡେସ୍କ: ସାପଟିକୁ ଗିଳିଦେଲା କଇଁଛ । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ଏହି ଭିଡ଼ିଓଟିକୁ ଦେଖିଲେ ଆପଣ ଜାଣିପାରିବେ। ପାଣି ଭିତରେ ଥିବା ପଥର କଡରେ ଲୁଚି ରହିଥିଲା କଇଁଛ । ସାମ୍ନାରେ ଥିଲା ସାପଟିଏ । ହଠାତ କଇଁଛଟି ସାମ୍ନାକୁ ଆସି ସାପଟିକୁ ଗିଳି ଦେଇଥିଲା । ସାପଟି କିଛି ବୁଝିବା ଆଗରୁ ଏଭଳି ଘଟଣା ଘଟିଥିଲା । ଯାହାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି ।
I had no idea turtles eat snakes 😳 pic.twitter.com/95SScig6mO
— Nature is Amazing ☘️ (@AMAZlNGNATURE) May 1, 2025



