କଣ୍ଟାବାଞ୍ଜି: କଣ୍ଟାବାଞ୍ଜି କେଭି କଲେଜ ପଡ଼ିଆ ଠାରେ ୫-ଟି ଅଧକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ହେଲିକେପ୍ଟର ଆସି ଅସ୍ଥାୟୀ ହେଲିପ୍ୟାଡ଼ରେ ଓହ୍ଲାଇଥିଲେ। ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆର. ଭିନିଲ କ୍ରିଷ୍ଣା ଆସିଥିଲେ। ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ କହିବା ପରେ ଲୋକଙ୍କ ପାଖରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଆଗାମୀ ୧୦ ଦିନ ମଧ୍ୟରେ ଅଭିଯୋଗ ଗୁଡିକର ବିଚାର କରାଯାଇ ବିଭିନ୍ନ ପ୍ରକଳ୍ପ ଗୁଡିକ ଅନୁମୋଦନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
Popular Categories



