www.samajalive.in
Friday, December 12, 2025
14.1 C
Bhubaneswar

କେନ୍ଦେଇପଶିରେ ସମବାୟ ସପ୍ତାହ ଦିବସ ପାଳିତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ କେନ୍ଦେଇପଶି ସମବାୟ ସମିତି ପକ୍ଷରୁ ସମବାୟ ସପ୍ତାହ ପାଳିତ ହୋଇଯାଇଛି। ସମବାୟ ସପ୍ତାହ ଦିବସର ମୁଖ୍ୟ ଉଦ୍ଦେଶ୍ୟ ଚାଷୀମାନେ କିପରି ଭାବରେ ସରକାରଙ୍କ ଘୋଷଣା ମୁତାବକ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ନେଇ ଲାଭ ଉଠାଇ ପାରିବେ। ଏହି ସମବାୟ ସପ୍ତାହ ଦିବସର ମୁଖ୍ୟ ଅତିଥି ଭାବେ କେନ୍ଦେଇପଶି ଲ୍ୟାମ୍ପସର ସଭାପତି ହିମାଂଶୁ ଶେଖର ଦେହୁରୀ, ସଂପାଦିକା ମନୋରମା ପ୍ରଧାନ, କେନ୍ଦେଇପଶି ଲ୍ୟାମ୍ପସର ଶାଖା ପରିଚାଳକ ସୁମନ୍ତ ବାରିକ, ସଂଯୋଜକ ଅରୁଣ କୁମାର ମହାନ୍ତ, ନିର୍ଦ୍ଦେଶକ ଟିକେଶ୍ୱର ନାଏକ, ଲକ୍ଷ୍ମୀଧର ମହାନ୍ତ, ସନ୍ତୋଷ କୁମାର ମହାନ୍ତ ଓ ଚାଷୀମାନେ ଉପସ୍ଥିତ ରହିଥିଲେ। ଏଥି ସହିତ ପାଟଣା, ମୁରୁସୁଆଁ, ଯମୁନାପଶି ବୁଢୀକାପୁଡି, ବାଉଁଶୁଳୀ, ମୂଷାଖୋରୀ, ଡୁମୁରିଆ, ଏରେଣ୍ଡେଇ ପ୍ରମୁଖ ସ୍ଥାନରେ ସମବାୟ ସପ୍ତାହ ଦିବସ ପାଳନ ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories