ରାତି ୯ଟା – ମୁଖ୍ୟ ଖବର ଆମ ଓଡ଼ିଶାଦେଶ-ବିଦେଶନିଉଜ ଆଲର୍ଟ By Samajalive Desk Last updated Aug 9, 2024 Share ♦ ରୁଷିଆ ସେନାରୁ ମୁକ୍ତି ଅପେକ୍ଷାରେ ୬୯ ଭାରତୀୟ, ଏପର୍ଯ୍ୟନ୍ତ ୮ ମୃତ: ଲୋକସଭାରେ ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ ♦ ଦିଲ୍ଲୀ-ଫରିଦାବାଦ ସୀମାରୁ ଧରାପଡ଼ିଲା ଆଇଏସଆଇଏସ୍ ଆତଙ୍କବାଦୀ ♦ ଅମୃତପାଲ ସିଂହଙ୍କୁ ଲୋକସଭା ସାଂସଦ ଭାବେ ନିର୍ବାଚିତ କରିବା ବିରୋଧରେ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ ♦ ଓ୍ଵାକଫ୍ ବିଲ୍ ଉପରେ ଯୁଗ୍ମ କମିଟି ପାଇଁ ୨୧ ଜଣ ସଦସ୍ୟଙ୍କ ନାମ ପ୍ରସ୍ତାବ ଗୃହୀତ, ରାଜ୍ୟସଭାରୁ ରହିବେ ୧୦ ଜଣ ସାଂସଦ ♦ ୧୭ ମାସ ଜେଲରେ ରହିବା ପରେ ତିହାର ଜେଲରୁ ବାହାରିଲେ ମନୀଷ ସିସୋଦିଆ ♦ ମନୀଷ ସିସୋଦିଆଙ୍କୁ ଜାମିନ, ସିବିଆଇ ଓ ଇଡିକୁ କହିଲେ ସୁପ୍ରିମକୋର୍ଟ, ଦଣ୍ଡ ସ୍ୱରୂପ ଜାମିନ ବନ୍ଦ କରାଯାଇପାରିବ ନାହିଁ ♦ ହଷ୍ଟେଲ ରୁମରୁ ମିଳିଲା ଆଇଆଇଟି ଗୌହାଟୀ ଛାତ୍ରଙ୍କ ମୃତଦେହ, ତଦନ୍ତ ଜାରି ♦ ଆସନ୍ତାକାଲି ଭୂସ୍ଖଳନ ପ୍ରଭାବିତ ୱାୟନାଡ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉଦ୍ଧାର କାର୍ଯ୍ୟର କରିବେ ସମୀକ୍ଷା ♦ ପୂର୍ବ ୟୁକ୍ରେନର ସହର ଉପରେ ରୁଷର ଆକ୍ରମଣରେ ୧୦ ମୃତ, ୩୫ ଆହତ Related Posts ଏଚ୍ଏମ୍ପିଭି ନେଇ ଆଜି ସ୍ଵାସ୍ଥ୍ୟ ବିଭାଗର… Jan 15, 2025 ସିରିଜ୍ ଲୁଟ୍ : ଏସ୍ବିଆଇ ଏଟିଏମ୍ ତାଡି… Jan 15, 2025 ♦ ଜାପାନ ମେଗାକ୍ୱାକ୍ ଆଲର୍ଟ ଜାରି କରିବା ପରେ ଟୋକିଓରେ ୫.୩ ତୀବ୍ରତାର ଭୂମିକମ୍ପ ♦ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ପ୍ୟାରିସରେ ‘ମଦ୍ୟପ’ ଇଜିପ୍ଟ କୁସ୍ତିଯୋଦ୍ଧା ଗିରଫ ♦ ପୃଥିବୀରେ ଏକାଧିକ ଶକ୍ତିଶାଳୀ ସୌର ଘଟଣା ସ୍ଥଳଭାଗ ଛୁଇଁବା ସମ୍ଭାବନା, ସୃଷ୍ଟି ହୋଇପାରେ ଜିଓମ୍ୟାଗ୍ନେଟିକ୍ ଝଡ଼ – ନାସା ♦ ବାଂଲାଦେଶର ମଧ୍ୟବର୍ତ୍ତିକାଳୀନ ସରକାର ଦାୟିତ୍ୱ ଗ୍ରହଣ କଲେ ନୋବେଲ ବିଜେତା ମହମ୍ମଦ ୟୁନୁସ୍, ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅର୍ପଣ କଲେ ଗଭୀର ଶ୍ରଦ୍ଧାଞ୍ଜଳି ♦ ତ୍ରୁଟିପୂର୍ଣ୍ଣ ଭାବେ ଦୋଷୀ ସାବ୍ୟସ୍ତ ହୋଇ ଆମେରିକା ଜେଲରେ ୩୮ ବର୍ଷ ଜେଲ ଦଣ୍ଡ ଭୋଗୁଥିବା ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କ ମୃତ୍ୟୁ ♦ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସମ୍ପ୍ରସାରଣ କାର୍ଯ୍ୟ ବେଳେ ଭାଙ୍ଗି ପଡିଲା କ୍ରେନ, ୩ ଶ୍ରମିକ ଗୁରୁତର – ଗୁରୁତର ଶ୍ରମିକମାନଙ୍କୁ ଏସସିବି ଆଶୁ ଚିକିତ୍ସା ବିଭାଗରେ ଭର୍ତ୍ତି ♦ ସରିଲା ବଜେଟ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂସଦର ଉଭୟ ଗୃହ ମୁଲତବୀ ♦ ଜୁଲାଇ ୨୨ରୁ ଆରମ୍ଭ ହୋଇଥିଲା ବଜେଟ ଅଧିବେଶନ, ଅଗଷ୍ଟ ୧୨ ତାରିଖରେ ଶେଷ ହେବାର ଥିଲା ♦ ହକି ଇଣ୍ଡିଆର ବଡ଼ ଘୋଷଣା, ସନ୍ନ୍ୟାସ ପରେ ପିଆର ଶ୍ରୀଜେଶ କନିଷ୍ଠ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ Share FacebookTwitterWhatsApp
Comments are closed.