www.samajalive.in
Friday, December 12, 2025
27.1 C
Bhubaneswar

ରାତି ୧୦ଟା – ମୁଖ୍ୟ ଖବର

– ଦେଶରେ ଆଜି ୬୦ ହଜାର ୪୭୧ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୨ ହଜାର ୭୨୬ ମୃତ,୧ ଲକ୍ଷ ୧୭ ହଜାର ୫୨୫ ସୁସ୍ଥ
– ଆଜି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା। ବିବାହ କରିବେ ଦେବ ଦମ୍ପତ୍ତି ଶିବ-ପାର୍ବତୀ
– ଭୁବନେଶ୍ବରରେ ଗୋଧି ମାଂସ ଓ ଚମଡ଼ା ବିକ୍ରି ଅଭିଯୋଗ, ୨ ଗିରଫ
– ଉଦଳା: ବଡ଼ ବାପାକୁ ଅତି ନୃଶଂସ ଭାବେ କଚାଡ଼ି ମାରିଲା ପୁତୁରା। କପ୍ତିପଦା ଥାନା ବଡ଼ଝାଡ଼ ଗାଁରେ ଅଭାବନୀୟ ଘଟଣା।
– ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ) ପିଜି ପାଇଁ କମନ ଏଣ୍ଟ୍ରାନ୍ସ ପରୀକ୍ଷା ଘୁଞ୍ଚିଲା। ଆସନ୍ତାକାଲି ହେବାକୁ ଥିବା ଏମ୍‌ସ ପିଜି ଏଣ୍ଟ୍ରାନ୍ସ ପରୀକ୍ଷା ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଘୁଞ୍ଚିଲା।
– କୋଭିଡ ଟିକା ନେଇ ପାର୍ଶ୍ବପ୍ରତିକ୍ରିୟାରୁ ଦେଶରେ ପ୍ରଥମ ମୃତ୍ୟୁ। ପାର୍ଶ୍ବ ପ୍ରତିକ୍ରିୟା ମୃତ୍ୟୁ ନେଇ ସ୍ପଷ୍ଟ କଲା ଏଇଏଫ୍‌ଆଇ ପ୍ୟାନେଲ।
– ୨୦୨୧ ପାଇଁ ସମସ୍ତ ହଜ୍‍ ଆବେଦନପତ୍ର ବାତିଲ; ଭାରତର ହଜ୍‍ କମିଟି ପକ୍ଷରୁ ଘୋଷଣା
– ଖୁବ ଶୀଘ୍ର କରୋନା ଯୁଦ୍ଧରେ ଯୋଡ଼ିହେବ ନୋଭାଭାକ୍ସ, ସେରମ ଇନ୍‌ଷ୍ଟିଚ୍ୟୁଟ ଅତିଶୀଘ୍ର କରୋନା ଟିକା ନୋଭାଭାକ୍ସ ଉତ୍ପାଦନ କରିବ-ଡାକ୍ତର ଭି.କେ.ପଲ
– ଏପର୍ୟ୍ୟନ୍ତ ମୋଟ ୨୫ କୋଟି ୯୦ ଲକ୍ଷ ୪୪ ହଜାରରୁ ଅଧିକ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories