୪ଟା ସୁଦ୍ଧା ମୁଖ୍ୟ ଖବର
– ମୋଦୀଙ୍କ ଗସ୍ତ ପୂର୍ବରୁ ହ୍ବାଇଟ୍ ହାଉସ୍ ବାହାରେ ଏକାଠି ଉଡିଲା ଭାରତ ଓ ଆମେରିକା ପତାକା….
-ବାହାନଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣେ ଆହତଙ୍କର ଏସ୍ସିବିରେ ମୃତ୍ୟୁ ହୋଇଥିବା ସୂଚନା। ମୃତକ ବିହାରର ସୋହେଲ ମନସୁର…..
– ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ଗିରଫ, ଠୁଳ କରିଛନ୍ତି ଆୟ ଠାରୁ ୨୬୮% ଅଧିକ ସମ୍ପତ୍ତି……
– ପୁରୀ : ବୈଷୟିକ କମିଟି ମୁଖ୍ୟଙ୍କ ସୂଚନା : ପରିବର୍ତ୍ତନ ହେବ ନାହିଁ ଦର୍ପଦଳନ ରଥର ଅଖ : ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଲାଗିବ ୟୁ କ୍ଲାମ୍ପ…..
-ମୁକ୍ତା ଯୋଜନାରେ ଆଉ ୨୨୫.୫୩ କୋଟି ଟଙ୍କା ମଞ୍ଜୁରୀ: ୧୦ ଜିଲାର ୩୬ ପୌରାଞ୍ଚଳ ପାଇଁ ଅର୍ଥ ମଞ୍ଜୁରୀ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ….
-୩୬ ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ୨୨୫.୫୩ କୋଟି ଟଙ୍କା ୨୦୨୩-୨୪ ବର୍ଷ ପାଇଁ ମଞ୍ଜୁର କରାଯାଇଛି। ଏହି ୧୦ ଜିଲା ହେଲା- ଗଞ୍ଜାମ, ଗଜପତି, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ ଓ ବୌଦ୍ଧ । ମୁକ୍ତା ଯୋଜନାରେ ୪୨ଟି ମ୍ୟୁନିସିପାଲିଟି ଏବଂ ଏନଏସିର ବିକାଶ ପାଇଁ ବାର୍ଷିକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି …..
-ମୁମ୍ବାଇ: ‘ବିପର୍ଯ୍ୟୟ’ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଯିବେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା…..
Comments are closed.