www.samajalive.in
Saturday, December 6, 2025
26.1 C
Bhubaneswar

ଆଞ୍ଚଳିିକ ଟ୍ରକ୍‌‌ ମାଲିକ ସଙ୍ଘର କାର୍ଯ୍ୟକାରିଣୀ ବୈଠକ

ଚୌଦ୍ୱାର: ଚୌଦ୍ୱାର ଆଞ୍ଚଳିକ ଟ୍ରକ୍‌‌ ଓନର୍ସ ଆସୋସିଏସନ୍‌‌ର କାର୍ଯ୍ୟକାରିଣୀ ବୈଠକ ଓ ବଂଧୁ ମିଳନ ବିରୂପା କୁଳ ପୋଟଳେଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି। ସଂଗଠନର ସଭାପତି ବିପିନ ବିହାରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସୋସିଏସନ୍‌‌ର ସଦସ୍ୟ ମାନେ ଯୋଗଦେଇ ସହଗଠନର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ଏହି ଅବସରରେ ଆଗାମୀ ଦୁଇ ବର୍ଷପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା। ନୂତନ କର୍ମକର୍ତ୍ତା ଭାବେ ଦୀପକ କୁମାର ମଙ୍ଗରାଜ-ସଭାପତି, ବିପିନ ବିହାରୀ ମହାନ୍ତି-ସମ୍ପାଦକ, ଗୁରୁଦତ୍ତ ନାୟକ-ଉପ ସଭାପତି, ରମେଶ ବାରିକ-ଆଈନ ପରାମର୍ଶଦାତା, ବଳରାମ ବେହେରା-କୋଷାଧ୍ୟକ୍ଷ, ଭରତ ସାହୁ-ସହ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ବିଷ୍ଣୁ ଚରଣ ପରିଡ଼ା, ଶିବ ନାରାୟଣ ନାୟକ, ସୁଧାଂଶୁ ପରିଜା, ଆଲୋକ ପରିଜା, ଦିଲ୍ଲିପ ସାହୁ, ବାବୁଲି ବହେରା, ସନତ ଲଳିତ ରାଉତରାୟଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories