www.samajalive.in
Monday, December 15, 2025
26.1 C
Bhubaneswar

ଜଳୁଛି ଅତାବିରା, ସକାଳ ୧୦ଟାରେ ରାସ୍ତା ଶୁନଶାନ

ରେଙ୍ଗାଲିକ୍ୟାମ୍ପ: ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ଲୋକଙ୍କ ଜୀବନ ଯାପନ ପ୍ରଣାଳୀ। ଏବେ ରବି ଫସଲ ଅମଳ ସମୟ। ଶ୍ରମିକ ମାନଙ୍କୁ ମଧ୍ୟ ଅସହ୍ୟ ରାତିରେ କାମ କରିବା ମୁସ୍କିଲ ହୋଇ ପଡୁଛି। ବାହାର ଜିଲ୍ଲାରୁ ଆସିଥିବା ଶ୍ରମିକ ମାନଙ୍କ ପାଇଁ ଅଧିକ ପ୍ରଭାବ ପଡୁଛି। ସକଳ ୧୦ଟା ପରେ ଆଉ ବାହାରକୁ ବାହାରିବା, କାମ କରିବା ସମ୍ଭବ ହୋଇପାରୁ ନାହିଁ। ଖରାରେ ବାହାରକୁ ନ ବାହାରିବା, ମୁଣ୍ଡରେ ଗାମୁଛା, ଟୋପି, ସାଙ୍ଗରେ ପାଣି ବୋତଲ ଆଦି ନେବା ପାଇଁ ବାରମ୍ବାର ଲୋକମାନଙ୍କୁ ଅବଗତ କରାଯାଉଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories