www.samajalive.in
Sunday, December 14, 2025
26.1 C
Bhubaneswar

ଉପଖଣ୍ଡସ୍ତରୀୟ ପାଣି ପଂଚାୟତ ସଂଘ କର୍ମକର୍ତ୍ତା ଚୟନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଗୁଡିଘାଟ ଖୁଦ୍ର ଜଳସେଚନ ପ୍ରକଳ୍ପ ପ୍ରାଙ୍ଗଣରେ ଟିଟିଲାଗଡ ଉପଖଣ୍ଡସ୍ତରୀୟ ପାଣି ପଂଚାୟତ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ଅସ୍ଥାୟୀ ସଭାପତି ଭାବେ ନବୀନ କୁମାର ରାଓ ସଭା ପରିଚାଳନା କରିଥିଲେ। ସଭାପତି ରାଓଙ୍କ ପ୍ରସ୍ତାବ କ୍ରମେ ୨୦୧୩ ବର୍ଷ ପାଇଁ ନୂତନ ଉପଖଣ୍ଡସ୍ତରୀୟ ପାଣି ପଂଚାୟତ ସଂଘର ନୂତନ କର୍ମକର୍ତ୍ତା ସର୍ବସମ୍ମତ କ୍ରମେ ମନୋନୀତ କରାଯାଇଛି। ସଭାପତି ଭାବେ ରଂଜିତ କୁମାର ସାହୁ ଦ୍ଵିତୀୟ ଥର ପାଇଁ ସର୍ବସମ୍ମତ କ୍ରମେ ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ କୃଷ୍ଣ ଚନ୍ଦ୍ର ଦାସ, ସମ୍ପାଦକ ଭାବେ ଯଜ୍ଞସେନ ପୁଟେଲ, ସହ ସମ୍ପାଦକ ଭାବେ ଦିଲୀପ କୁମାର ମହାଂତି, କୋଷାଧକ୍ଷ ଭାବେ ଚିତ୍ତ ରଞ୍ଜନ ପୁରୋହିତ ମନୋନୀତ ହୋଇଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories