ଭୁବନେଶ୍ୱର : ପାଲଲହଡ଼ାର ପୂର୍ବତନ ବିଧାୟକ ରବି ନାରାୟଣ ପାଣି ରବିବାର ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି। ସେ ନବୀନ ନିବାସ ଯାଇ ନିଜର ଇସ୍ତଫା ପତ୍ର ଦେଇଛନ୍ତି। ଦଳ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିବା ସହ ଦଳ ଯେଉଁଭଳି ଚାଲିଛି ସେଥିରେ ଅସହାୟ ହୋଇ ଇସ୍ତଫା ଦେଇଛନ୍ତି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।
Popular Categories



