ଭୁବନେଶ୍ୱର : ବାରିପଦା ବିଧାନସଭା ପାଇଁ ରବିବାର ବିଜେଡ଼ିର ପ୍ରାର୍ଥୀ ଘୋଷଣା ହୋଇଛି। ସରୋଜିନୀ ହେମ୍ବ୍ରମଙ୍କୁ ମୟୂରଭଞ୍ଜ ଜିଲାର ବାରିପଦାରୁ ବିଜେଡ଼ି ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ମିଳିଛି। ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।
ବାରିପଦା ବିଧାନସଭା ପାଇଁ ବିଜେଡ଼ିର ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମ
Popular Categories



