www.samajalive.in
Wednesday, December 10, 2025
14.1 C
Bhubaneswar

ଟାଓାର ସାମଗ୍ରୀ ଚୋରୀ, ଦୁଇ ଜଣ କୋର୍ଟ ଚାଲାଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତଳଗାଁ ପଂଚାୟତ ଗଣ୍ଡିସର ଗ୍ରାମରେ ବିଏସଏନଏଲ ଟାଓାର ବ୍ୟବହୃତ ସାମଗ୍ରୀ ଚୋରୀ ଅଭିଯୋଗରେ ଶୁକ୍ରବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି। ସୂଚନାନୁସାରେ ଗଣ୍ଡିସର ଗ୍ରାମରେ ଏକ ନିର୍ମାଣଧୀନ ବିଏସଏନଏଲ ଟାଓାରରେ ବ୍ୟବହୃତସାମଗ୍ରୀକୁ ଦୁଇ ଜଣ ଦୁର୍ବୁତ ଚୋରୀ କରି ଏକ ମାକ୍ସ ପିକଅପ ଯୋଗେ ନେଉଥିବା ସମୟରେ ଗ୍ରାମବାସୀ କାବୁ କରିଥିଲେ। ଉଭୟ ଅଭିଯୁକ୍ତ ବୁଲୁରା ଗ୍ରାମର କୃଷ୍ଣ ଚୌଧୁରୀ ଏବଂ କୁମାରୀ ଗ୍ରାମର ମାନସ ସେଠୀଙ୍କୁ ଗ୍ରାମବାସୀ ହରଭଙ୍ଗା ଥାନାରେ ଜିମା ଦେଇଥିଲେ। ହରଭଙ୍ଗା ପୁଲିସ ପକ୍ଷରୁ ଏକ ମାମଲା ରୁଜ୍ଜୁ କରି ଆଜି ଉଭୟଙ୍କୁ କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories