ହରଭଙ୍ଗା: ହରଭଙ୍ଗାରେ ଦ୍ୱିତୀୟ ଥର ପାଇଁ ମହୋତ୍ସବ ଆୟୋଜନ ନିମନ୍ତେ ଶନିବାର ସ୍ଥାନୀୟ ଆଂଚଳିକ ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଦୀପ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବ ବର୍ଷ ଭଳି ଆସନ୍ତା ଜାନୁୟାରୀ ୨୭ରୁ ୩୧ ପର୍ଯ୍ୟନ୍ତ ମହୋତ୍ସବ ଆୟୋଜନ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା।
Popular Categories



