www.samajalive.in
Sunday, December 14, 2025
18.1 C
Bhubaneswar

ହିଆଲ କ୍ଲଷ୍ଟରରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି: ବଲାଙ୍ଗୀର  ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟର ଉନ୍ନିତ ଉଚ ବିଦ୍ୟାଳୟ ଚାଟୁଅନକା ଠାରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପଯ୍ୟବେକ୍ଷକ ଭାବେ ତୁରେକେଲା ଏ ବି ଇ ଓ ଚନ୍ଦ୍ରଭାନୁ ବେହେରା, ହିଆଲ କ୍ଲଷ୍ଟରର ସି ଆର ସି ସି ଅମରେନ୍ଦ୍ର ବାଗ ସମସ୍ତ ଶିକ୍ଷକଙ୍କୁ ଏଫ ଏଲ ଏନ, ସ୍କୁଲ ୟୁନିଫର୍ମ, ଇଉଡାଇସ ପ୍ଲସ, ମୋ ସ୍କୁଲ ଡାଏରୀ ଓ ମୁଖ୍ୟମନ୍ତ୍ରୀ ପୁରସ୍କାର ବିଷୟରେ ବୁଝାଇ ଥିଲେ। ଏହି ବୈଠକରେ ହିଆଲ କ୍ଲଷ୍ଟର ସମସ୍ତ ପ୍ରଧାନ ଶିକ୍ଷକ ଅନିତା ତ୍ରିପାଠୀ, ଶରତ ମେହେର, ଡିଙ୍ଗର ଭୁଏ, ନଳିନୀ ସାହୁ, ମମତା ଯୋଶୀ, ରେଣୁକା ମହାନନ୍ଦ, ଅନନ୍ତ ମହାଳିଙ୍ଗ, ପୂର୍ଣଚନ୍ଦ୍ର ମାଖୀ, ଅମରକାନ୍ତ ବେହେରା, ବିଜୟ ତାଣ୍ଡି, ଡ଼ୋରା ସାର, ମୃତୁଞ୍ଜୟ ପ୍ରଧାନ, ଶାରଦା ଠାକୁର, ପୁଷ୍ପାଞ୍ଜଳି ମଳିକ ଓ ମୀନାଖି ପାଣ୍ଡେ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories