www.samajalive.in
Sunday, December 14, 2025
23.1 C
Bhubaneswar

ଟଳି ପଡିଲା ହକି ସ୍ମାରକୀ

ରାଉରକେଲା: ମାତ୍ର ୬ ମାସ ତଳେ ବିପୁଳ ଅର୍ଥ ବ୍ୟୟରେ ରାଉରକେଲା ବିମାନ ବନ୍ଦର ଛକରେ ତିଆରି ହୋଇଥିବା ହକି ସ୍ମାରକୀ ଆଜି ଭାଙ୍ଗି ଯାଇଛି। ରାଉରକେଲାରେ ପୁରୁଷ ହକି ବିଶ୍ୱକପକୁ ନେଇ ସହରରେ ହୋଇଥିବା ବିଭିନ୍ନ ଆକର୍ଷଣୀୟ ପ୍ରକଳ୍ପ ମଧ୍ୟରେ ଜଣେ ବିଶାଳକାୟ ହକି ଖେଳାଳିଙ୍କ ପ୍ରତିମୂର୍ତ୍ତିକୁ ନେଇ ତିଆରି ହୋଇଥିଲା ଏହି ହକି ସ୍ମାରକୀ। ଜନସାଧାରଣଙ୍କ ପାଇଁ ଏହା ଏକ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିଲା। ଭୁବନେଶ୍ୱରର ଏକ ସଂସ୍ଥା ସହାୟତାରେ ଆରଏମସି ପକ୍ଷରୁ ତିଆରି ହୋଇଥିବା ସ୍ମାରକୀ କିପରି ଭାଙ୍ଗିଲା ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories