www.samajalive.in
Monday, December 15, 2025
26.1 C
Bhubaneswar

ଭାରତ ବଜାରକୁ ଆସିଲା ଏହି ବ୍ରାଣ୍ଡର ନୂଆ ସ୍ମାର୍ଟଫୋନ, ଶକ୍ତିଶାଳୀ ବ୍ୟାଟେରି ସାଙ୍ଗକୁ ୫୦ ଏମପି କ୍ୟାମେରା; ଦାମ ମାତ୍ର ଏତିକି…

ସମାଜ ଡିଜିଟାଲ ଡେସ୍କ: ଭାରତ ବଜାରକୁ ଆସିଛି ଏକ ନୂଆ ମୋବାଇଲ ଫୋନ। କମ୍ପାନୀର ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ମୋବାଇଲ ନିର୍ମାତା ଭିଭୋ ପକ୍ଷରୁ ଏହାର ବଜାର ପ୍ରବେଶ କରାଯାଇଛି। ଏହି ମଡେଲର ନାଁ ହେଉଛି ଭିଭୋ ୱାଇ ୫୮। ୱାଇ ସିରିଜର ଏହା ଲାଟେଷ୍ଟ ଭର୍ସନ। ଏଥିରେ ୬୦୦୦ ଏମଏଏଚର ଶକ୍ତିଶାଳୀ ବ୍ୟାଟେରି ସାଙ୍ଗକୁ ୫୦ ମେଗା ପିକ୍ସେଲ ଏଆଇ ପୋର୍ଟ୍ରେଟ କ୍ୟାମେରା ରହିଛି। ପ୍ରିମିୟମ ୱାଚ ଷ୍ଟାଇଲ ଡିଜାଇନ ସହିତ ଦୁଇଟି ସୁନ୍ଦର କଲର ଭାରିଆଣ୍ଟରେ ଏହି ମୋବାଇଲ ଫୋନ ଉପଲବ୍ଧ ରହିଛି।

ଏହି ଫୋନ ହିମାଲୟନ ବ୍ଲୁ ଏବଂ ସୁନ୍ଦରବନ ଗ୍ରୀନ ଏହିପରି ୨ଟି ରଙ୍ଗରେ ଉପଲବ୍ଧ ହେଉଛି। ଏହାର ରାମ୍‌‌ ୮ ଜିବି ଏବଂ ଷ୍ଟୋରେଜ ୧୨୮ ଜିବି ରହିଛି। ଏହି ଭାରିଆଣ୍ଟର ମୂଲ୍ୟ ୧୯୪୯୯/- ଟଙ୍କା ରଖାଯାଇଛି। ଫ୍ଲିପକାର୍ଟ ଏବଂ ଭିଭୋ ଇଣ୍ଡିଆ ଇ-ଷ୍ଟୋରରୁ ଏହାକୁ କ୍ରୟ କରିପାରିବେ। ଆଜି ଅର୍ଥାନ ଜୁନ ୨୦ରୁ ଏହାର ପ୍ରି- ବୁକିଂ ଆରମ୍ଭ ହୋଇଛି। ଏବେ ଏଥିରେ ୧୫୦୦ ଟଙ୍କାର ତୁରନ୍ତ ଟଙ୍କା ଫେରସ୍ତ ସୁବିଧା ରହିଛି। ଜଣେ ଚାହିଁଲେ ଦୈନିକ ୩୫ ଟଙ୍କା ହିସାବରେ ଇଏମଆଇ ଜରିଆରେ ଏହାକୁ କିଣିପାରିବେ।

- Advertisement -

ଫୋନର ଡିସପ୍ଲେ ୬.୭୨ ଇଞ୍ଚ ଫୁଲ୍‌‌ ଏଚଡି ରହିଛି। ଏହାସହିତ ୧୨୦ ହର୍ଜ ରିଫ୍ରେଶ ରେଟ୍‌‌ ସପୋର୍ଟ ଦିଆଯାଇଛି। ଏହାର ଓଜନ ୧୯୯ ଗ୍ରାମ ରହିଛି। ୪୪ ୱାଟ୍‌‌ର ଫାଷ୍ଟ ଚାର୍ଜର ଦିଆଯାଉଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories