www.samajalive.in
Monday, December 15, 2025
27.1 C
Bhubaneswar

ଲାଞ୍ଚ ନେଉଥିବା ସମୟର ଭାଇରାଲ ଭିଡିଓ…’ନୋ ଗୁଗୁଲ-ପେ, ନୋ ଫୋନ-ପେ, ନୋ -ୟୁପିଆଇ ଡାଇରେକ୍ଟ ପକେଟ- ପେ’

ନୂଆଦିଲ୍ଲୀ: ଲାଞ୍ଚ ନେବା ଏବଂ ଦେବା ଉଭୟ ଅପରାଧ। କିନ୍ତୁ ଏହି କାର୍ଯ୍ୟ ସବୁବେଳେ ଜାରି ରହିଛି। ବିଭିନ୍ନ ସମୟରେ ଲାଞ୍ଚ ନେଇ ଧରାପଡୁଛନ୍ତି, କେହକେହି ଏଥିରୁ ମଧ୍ୟ ବର୍ତ୍ତି ଯାଉଛନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା ଟ୍ରାଫିକ ପୁଲିସ ଭିନ୍ନ ଅନ୍ଦାଜରେ ଲାଞ୍ଚ ମାଗୁଛନ୍ତି। ଏହା ବର୍ତ୍ତାମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ  ଜଣେ ମହିଳା ଟ୍ବିଟ କରି ଲେଖିଛନ୍ତି ‘ନୋ ଗୁଗୁଲ-ପେ, ନୋ ଫୋନ-ପେ , ନୋ -ୟୁପିଆଇ ଡାଇରେକ୍ଟ ପକେଟ ପେ’

- Advertisement -

ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ଜଣେ ମହିଳା ଟ୍ରାଫିକ ପୁଲିସ ଡ୍ୟୁଟି ସମୟରେ ଏକ ସ୍କିଟୁ ଚାଳକଙ୍କୁ ଅଟକାଇ ଚାଲାଣ କାଟୁଛନ୍ତି। ଏହି ସମୟରେ ମହିଳା ପୁଲିସ ସ୍କୁଟିରେ ବସିଥିବା ଜଣେ ମହିଳାଙ୍କୁ କିଛି କହୁଥିବା ଦେଖିବାକୁ ମିଳଇଛି। ଏହା ପରେ ସ୍କୁଟିରେ ବସିଥିବା ମହିଳା ଜଣଙ୍କ ଓହ୍ଲାଇ ପୁଲିସ ନିକଟକୁ ଯାଇ କିଛି ଟଙ୍କା ତାଙ୍କ ପକେଟରେ ରଖିଛନ୍ତି। ଏହା ପରେ ଟ୍ରାଫକ ପୁଲିସ ଉକ୍ତ ମହିଳାଙ୍କୁ ଛାଡିଦେଇଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି।

 

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories