ବୌଦ୍ଧ : ବୌଦ୍ଧ ଜିଲା ୫୭ ନମ୍ବର ଜାତୀୟ ରାଜପଥ କଡ଼ରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ସୂଚନା ଅନୁସାରେ, ପୁରୁଣାକଟକ ଥାନା ଲୁଣିବାହାଲ ଛକ ବିଲେଇଘାଇରୁ ଶିଶୁଟିକୁ ପୁଲିସ ଉଦ୍ଧାର କରିଛି। ଗ୍ରାମବାସୀଙ୍କ ସୂଚନା ପରେ ପୁଲିସ ଶିଶୁକନ୍ୟାକୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଉଦ୍ଧାର ପରେ ନବଜାତ ଶିଶୁକନ୍ୟାକୁ ପୁରୁଣା କଟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Popular Categories



