ମାଲକାନଗିରି: ମାଲକାନଗିରି ଜିଲାରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ, ଗୋପୀ କୃଷ୍ଣ ପଟ୍ଟନାୟକ ସଭାପତି, ଦେବପ୍ରସାଦ ଦାସ ସମ୍ପାଦକ, ଈଶ୍ୱର ପ୍ରସାଦ ପଟ୍ଟନାୟକ, ଭାସ୍କର ବେହେରା ଆବାହକ ଭାବେ ଯୋଗ ଦେଇଥିଲେ। ସମ୍ପାଦକ ନିଜ ବକ୍ତବ୍ୟରେ କହିଥିଲେ ଯେ ଏହି ଦିବସରେ ସମସ୍ତେ ଭାଇଚାରାର ସମ୍ପର୍କ ନେଇ ଏହି ସାମ୍ବାଦିକତାକୁ ଆଗାମୀ ଦିନରେ ମାନବ ଜାତିର ଉନ୍ନତି ପାଇଁ କାମ କରିବା ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ ଜିଲାର ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ।
Popular Categories



