www.samajalive.in
Saturday, December 6, 2025
16.1 C
Bhubaneswar

କୋହଲିଙ୍କୁ ନସିମଙ୍କ ପ୍ରଶଂସା

କରାଚି: ଭାରତୀୟ ତାରକା ବ୍ୟାଟସମ୍ୟାନ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି ପାକିସ୍ତାନର ଦ୍ରୁତ ବୋଲର ନସିମ ଶାହା। କୋହଲି ବଡ଼ ତାରକା ହୋଇଥିବା ସତ୍ତ୍ବେ ସେ ଅତ୍ୟନ୍ତ ନମ୍ର ବୋଲି ନସିମ କହିଛନ୍ତି। ନସିମ କହିଥିଲେ, ପାକିସ୍ତାନ ଖେଳାଳିଙ୍କ ସହ ଦେଖା ହେଲେ କୋହଲି ସେମାନଙ୍କ ସହିତ ଭଲରେ କଥାବାର୍ତ୍ତା ହୋଇଥାନ୍ତି। ବିଶେଷକରି ସାଦାବ ଖାଁଙ୍କ ସହ କୋହଲି ଥଟ୍ଟାମଜା କରିଥାନ୍ତି। ନାମୀ କ୍ରିକେଟର୍ ହୋଇଥିବା ସତ୍ତ୍ବେ କୋହଲିଙ୍କ ମନରେ ଅହଂକାର ନାହିଁ। ମ୍ୟାଚ୍‌ ​‌ଖେଳୁଥିବା ବେଳେ କୋହଲି ସର୍ବଦା ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିଥାନ୍ତି। ତେବେ ପଡ଼ିଆ ବାହାରେ ସେ ଜଣେ ସାଧାରଣ ମଣିଷ ପରି ଅନ୍ୟମାନଙ୍କୁ ବ୍ୟବହାର ପ୍ରଦର୍ଶନ କରିଥାନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେଉଛନ୍ତି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories