www.samajalive.in
Saturday, December 6, 2025
26.1 C
Bhubaneswar

ନୈନିତାଲ ଜଙ୍ଗଲରେ ନିଆଁ ଲିଭାଇବାକୁ ସେନାର ଉଦ୍ୟମ: ହେଲିପକ୍ଟର ଯୋଗେ କରାଗଲା …

ସମାଜ ଡିଜିଟାଲ ଡେସ୍କ: ଉତ୍ତରାଖଣ୍ଡର ନୈନିତାଲ ଜଙ୍ଗଲ ଜଳିବାରେ ଲାଗିଛି। ଗତ ୩୬ଘଣ୍ଟା ଧରି ଲଗାତାର ଜଙ୍ଗଲ ଜଳୁଥିବାରୁ ନିଆଁକୁ ଆୟତ୍ତ କରିବାକୁ ଏବେ ସେନାକୁ ନିୟୋଜିତ କରାଯାଇଛି। ବର୍ତ୍ତମାନ ଭାରତୀୟ ବାହୁସେନା ପକ୍ଷରୁ ଏମଆଇ-୧୭ ହେଲିକପ୍ଟର ସହାୟତାରେ ଭୀମତାଲ ହ୍ରଦରୁ ପାଣି ନିଆଯାଇ ଆକାଶମାର୍ଗରୁ ଜଙ୍ଗଲରେ ପାଣି ପକାଇବା କାର୍ଯ୍ୟ ଆରମ୍ଭ କରାଯାଇଛି। ଜଙ୍ଗଲରେ ନିଆଁ ଲାଗିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଜଙ୍ଗଲ ସମ୍ପଦ କ୍ରମାଗତ ଭାବେ ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଲୋକେ। ଏହି ସମସ୍ୟାରୁ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବାୟୁସେନା ପକ୍ଷରୁ ହେଲିକପ୍ଟର ଯୋଗେ ଜଙ୍ଗଲରେ ପାଣି ଛିଞ୍ଚନ କରିବାକୁ ନିଷ୍ପତି ନିଆଯାଇଥିଲା।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories