www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଏନ୍ଏଚ୍ ୫୫ ପଞ୍ଚମହଲା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା..

ଅନୁଗୁଳ: ଟ୍ରକ ଧକ୍କାରେ ୩ ବାଇକ ଆରୋହୀ ମୃତ..

- Advertisement -

୩ ଯୁବକ ବାଇକରେ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ..

ମଣିପୁର: କୁକି ଉଗ୍ରବାଦୀଙ୍କ ଆକ୍ରମଣରେ ୨ ଯବାନ ସହିଦ..

ବିଷ୍ଣୁପୁର ଜିଲ୍ଲା ନାରନ୍ସେନ୍ରେ ୨ ସିଆରପିଏଫ୍ ଯବାନ ସହିଦ..

ଡ୍ୟୁଟିରେ ଥିବାବେଳେ ଆକ୍ରମଣ କରିଥିଲେ ଉଗ୍ରବାଦୀ..

ଆସନ୍ତାକାଲି ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ସାଲେପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ଭୋଟ ଭିକ୍ଷା..

ଲକ୍ଷ୍ନୌ: ଉତ୍ତର ପ୍ରଦେଶରୁ ବିହାରକୁ ଚାଲାଣ ବେଳେ ୯୫ ଶିଶୁ ଉଦ୍ଧାର..

ଅଯୋଧ୍ୟାରୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍ ଏବଂ ପୁଲିସ..

ବୃହସ୍ପତି ଚଳନ : ୧୨ ବର୍ଷ ପରେ ବୃଷ ରାଶିରେ ଦେବଗୁରୁ, ୧୨ ରାଶିରେ ପ୍ରଭାବ.. କେତେ ଶୁଭ..

ରାଜ୍ୟରେ ଥମୁନି ଜଙ୍ଗଲ ନିଆଁ..

ସୁନ୍ଦରଗଡ ସାରକୁଣ୍ଡା ଜଙ୍ଗଲରେ ଲାଗିଛି ନିଆଁ..

ବହୁ ମୂଲ୍ୟବାନ ଗଛ ପୋଡି ପାଉଁଶ..

ତାତି ସାଙ୍ଗକୁ ଗୁଳୁଗୁଳି ; ସାଢେ ୮ଟା ସୁଦ୍ଧା ୩୬ ଡିଗ୍ରୀ ଟପିଲା ତାପମାତ୍ରା..

ଆହୁରି ୪ ଦିନ ହିଟ୍ ୱେଭ୍..

ନଦୀରେ ବୁଡି ନାବାଳିକା ନିଖୋଜ..

ମହାକାଳପଡା ଲୁଣା ନଦୀରେ ବୁଡି ଗଲେ ନାବାଳିକା..

୨ ନାବାଳିକା ସାଙ୍ଗ ହୋଇ ଗାଧୋଇବା ବେଳେ ଅଘଟଣ..

ତାତି ସାଙ୍ଗକୁ ଗୁଳୁଗୁଳି ; ସାଢେ ୮ଟା ସୁଦ୍ଧା ୩୬ ଡିଗ୍ରୀ ଟପିଲା ତାପମାତ୍ରା

ନିଖୋଜ ନାବାଳିକାକୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ..

ପୁରୀ ସହରରେ ବ୍ୟାପୁଛି ଝାଡାବାନ୍ତି..

୩୦ ଜଣ ମେଡିକାଲରେ ଭର୍ତ୍ତି..

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories