ତାତି ସାଙ୍ଗକୁ ଗୁଳୁଗୁଳି ; ସାଢେ ୮ଟା ସୁଦ୍ଧା ୩୬ ଡିଗ୍ରୀ ଟପିଲା ତାପମାତ୍ରା
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ତାତି ସାଙ୍ଗକୁ ହେଉଛି ଗୁଳୁଗୁଳି। ଶନିବାର ସକାଳ ସାଢେ ୮ଟା ସୁଦ୍ଧା ୩୬ ଡିଗ୍ରୀ ଟପିଲା ତାପମାତ୍ରା। ୩୬.୮ ଡିଗ୍ରୀ ସହ ତାଳଚେରର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ୩୬, ଭୁବନେଶ୍ୱର ଓ ଜଗତସିଂହପୁର ୩୩.୪, କଟକ ୩୩ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ସକାଳ ୮ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ତାଳଚେର ୩୬.୮°Cବାରିପଦା ୩୬ °Cକେନ୍ଦୁଝର ୩୪.୮°Cରାଉରକେଲା ୩୪.୮°Cବଲାଙ୍ଗୀର ୩୪.୮°Cଭବାନୀପାଟଣା ୩୪°Cବାଲେଶ୍ୱର ୩୪°C … Continue reading ତାତି ସାଙ୍ଗକୁ ଗୁଳୁଗୁଳି ; ସାଢେ ୮ଟା ସୁଦ୍ଧା ୩୬ ଡିଗ୍ରୀ ଟପିଲା ତାପମାତ୍ରା
Copy and paste this URL into your WordPress site to embed
Copy and paste this code into your site to embed