www.samajalive.in
Saturday, December 6, 2025
14.1 C
Bhubaneswar

ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

ନବରଙ୍ଗପୁର : ପୋଖରୀରେ ବୁଡି ପୁଣି ଚାଲିଗଲା ଦୁଇ ନାବାଳିକାଙ୍କ ଜୀବନ। ପୋଖରୀରେ ଗାଧୋଇବା ବେଳେ ଉଭୟ ବୁଡି ଯାଇଛନ୍ତି। ଉଭୟ ନାବାଳିକାଙ୍କ ବୟସ ୧୫ ବର୍ଷ ହେବ। ଝରିଗାଁ ଗବାଗୁଡାରେ ଆଜି ଏଭଳି ଏକ ଅଘଟଣ ଘଟିଛି ବୋଲି ଖବର ମିଳିଛି। ସ୍କୁଲରୁ ଆସି ଗାଧୋଇବାକୁ ଯାଇ ପୋଖାରୀରେ ବୁଡି ଯାଇଛନ୍ତି ନାବାଳିକା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories