www.samajalive.in
Sunday, December 14, 2025
19.1 C
Bhubaneswar

ରେଷ୍ଟୁରାଣ୍ଟରେ ଖାଉଥିଲେ: ଏହି ସମୟରେ ଉପରେ ନଜର ଆସିଲା ଏମିତି ଜୀବ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ଭିଡିଓ ଭାଇରାଲ ହୋଇଥାଏ ଯାହା ବେଳେବେଳେ ଚକିତ କରିଥାଏ । ଏବେ ଏମିତି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି ।

- Advertisement -

ଭିଡିଓରେ ନଜର ଆସୁଛି କି ଏକ ରେଷ୍ଟୁରାଣ୍ଟରେ କିଛି ଲୋକ ଖାଉଛନ୍ତି । ଏହି ସମୟରେ ସିଲିଂର ଲାଇଟ୍ ଖସିଯାଉଛି ଏବଂ ଏକ ଅଜବ ଜିନିଷ ଦେଖିବାକୁ ମିଳୁଛି । ସମସ୍ତେ ଏକାଠି ହୋଇ ଉପରକୁ ଦେଖୁଛନ୍ତି । ତେବେ ଏହା ଏକ କୁମ୍ଭୀରର ହାତ ଭଳି ନଜର ଆସୁଛି । ସମସ୍ତେ ଏହା ଦେଖି ଭୟଭୀତ ହୋଇପଡୁଛନ୍ତି ।

ଭିଡିଓ ଦେଖି ୟୁଜର୍ସ ଭିନ୍ନ ଭିନ୍ନ ଅଟକଳ କରୁଛନ୍ତି । କିଛି ୟୁଜର୍ସ ଏହାକୁ ଗଡଜିଲା ବୋଲି କହୁଛନ୍ତି । ଅନ୍ୟ କିଛି ଲୋକେ ଭିଡିଓ ଦେଖି ଏହାକୁ ପ୍ରାଙ୍କ୍ ବୋଲି ପ୍ରତିକ୍ରିୟା ରଖୁଛନ୍ତି । ତେବେ ଏହାର ପ୍ରକୃତ ସତ୍ୟ ଜଣାପଡିନି ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories