www.samajalive.in
Sunday, December 7, 2025
26.1 C
Bhubaneswar

ମାଲକାନଗିରି ଜିଲାପାଳଙ୍କ ନାଁରେ ହତ୍ୟା ମାମଲା ରୁଜୁ କଲା ପୁଲିସ

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣା ଏବେ ନୁଆ ମୋଡ ନେଇଛିା ଦେବନାରାୟଣଙ୍କ ମୃତ୍ୟୁର ପ୍ରାୟ ବର୍ଷକ ପରେ ଏବେ ନୂଆ ଘଟଣା ସାମନାକୁ ଆସିଛିା ମାଲକାନଗିରି ଜିଲ୍ଲାପାଳ ଙ୍କ ନାମରେ ହତ୍ୟା ମାମଲା ରୁଜୁ କରା ଯାଇଛିା କୋର୍ଟ ନିର୍ଦେଶ କ୍ରମେ ରବିବାର ଦିନ ମାଲକାନଗିରି ପୁଲିସ ମାମଲା ରୁଜୁ କରିଛିା ଆଇ.ପି.ସି.ର ୩୦୨, ୫୦୬, ୨୦୧, ୨୦୪, ୧୨୦ (ବି) ୩୪ରେ ମାମଲା ରୁଜୁ ହୋଇଛିା ତେବେ ପୂର୍ବରୁ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ପୁଲିସ ପ କ୍ଷରୁ ତଦନ୍ତରେ ଜଣା ପଡିଥିବା ବେଳେ ପରିବାର ପକ୍ଷରୁ ତାଙ୍କ ପତ୍ନୀ ବନଜା ପଣ୍ଡା ଏହା ଏକ ହତ୍ୟା ମାମଲା ବୋଲି ଅଭିଯୋଗ କରି କୋର୍ଟରେ କେଶ୍‍ ଦାୟର କରିଥିଲୋ ଏହି ଘଟଣାକୁ ଏକବର୍ଷ ହେବାକୁ ଯାଉଥିବା ବେଲେ କୋର୍ଟର ଏହି ରାୟ ବର୍ତମାନ ଭିନ୍ନ ମୋଡ ନେଇଛିା ଅଦାଲତଙ୍କ ନିର୍ଦେଶ କ୍ରମେ ଏହାର ପୁନଃ ତଦନ୍ତ ଆରମ୍ଭ ହେବ, ଏଥିପାଇଁ ମକଦମା ରୁଜୁ କରା ଯାଇଥିବା ମାଲକାନଗିରି ଆଇ.ଆଇ.ସି. ସ୍ପଷ୍ଟ କରିଛନ୍ତିା

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories