www.samajalive.in
Wednesday, December 10, 2025
18.1 C
Bhubaneswar

ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ସ୍ୱାମୀ ଅଟକ

ଖୁଣ୍ଟା: ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ପୁରୁଣା ବରିପଦାର ପୁଷ୍ପିତା ଦେହୁରୀ ଓରଫ ପୂଜା (୨୮)ଙ୍କୁ ତାଙ୍କ ସ୍ୱାମୀ ସୁକୁରା ଦେହୁରୀ ହତ୍ୟା କରିଥିବା ମୃତ ମହିଳାଙ୍କ ଭାଇ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ସୁକୁରା ଯୌତୁକ ପାଇଁ ପତ୍ନୀକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ୨୦୦୬ ମସିହାରେ ପତିପତ୍ନୀ ପ୍ରେମ ବିବାହ କରିଥିଲେ ।  ମୃତ ପୁଷ୍ପିତାଙ୍କ ବାପ ଘର ବାଲେଶ୍ୱର ଜିଲ୍ଲା ସିମୁଳିଆରେ ଓ ସେମାନଙ୍କର ଦୁଇ ସନ୍ତାନ ଅଛନ୍ତି। ଶନିବାର ବିଳମ୍ବିତ ରାତିରେ  ବେକରେ ରସି ଲଗାଇ ପୁଷ୍ପିତା ଝୁଲୁଥିବା ସୁକୁରା ଜାଣିବା ପରେ ରସି କାଟି ତଳକୁ ମୃତଦେହ ଆଣିଥିବା ପୁଲିସକୁ କହିଛି । ତେବେ ପ୍ରାଥମିକ ତଦନ୍ତ ଓ ଅଭିଯୋଗ ଭିତ୍ତିରେ ବିଭିନ୍ନ ଦଫା ସହ ପୁଲିସ ହତ୍ୟା ମାମଲା ରୁଜୁ କରିଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories