mission shakti banner

ଫ୍ରେଞ୍ଚ୍‌ ଫ୍ରାଏ ପ୍ରୋସେସିଂ ଫେସିଲିଟି ପାଇଁ ଓଡ଼ିଶାର ଫାଲକନ୍‌ ଗ୍ରୁପ୍‌ ଏବଂ ଗୁଜୁରାଟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

bjd gruha runa banner

ଭୁବନେଶ୍ୱର- ଗୁଜୁରାଟର ମେସନା ଜିଲ୍ଲାରେ ଏକ ଫ୍ରେଞ୍ଚ୍‌ ଫ୍ରାଏ ପ୍ରୋସେସିଂ ଫେସିଲିଟି ସ୍ଥାପନା ପାଇଁ ଓଡ଼ିଶାର ଫାଲକନ୍‌ ଗ୍ରୁପ୍‌ ଏବଂ ଗୁଜୁରାଟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ୍‌ ଏବଂ ଫାଲକନ୍‌ ଗ୍ରୁପର ନିର୍ଦେଶକ ପାର୍ଥଜିତ୍‌ ପଟ୍ଟନାୟକଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ଏଥିରେ ୧୦୫୦ କୋଟି ଟଙ୍କା ନିବେଶ କରାଯିବ । ଏକ ହଜାରରୁ ଅଧିକ ଲୋକ ଏଥିରେ ନିଯୁକ୍ତି ପାଇବା ସହ ୪୦୦୦ ରୁ ଅଧିକ ଚାଷୀ ଉପକୃତ ହେବେ ।

Comments are closed.