ଦୁଇ ବାଇକ ଚୋର ଗିରଫ

0

ବ୍ରହ୍ମପୁର: ବାଇକ ଚୋରି ଅଭିଯୋଗରେ ଗୋଚ୍ଛପଡା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନେ ଅବନିକାନ୍ତ କଅଁର ଏବଂ ନନ୍ଦି ଦିଗଲ । ଏମାନେ ରାଜ୍ୟର ବିଭିନ୍ନ ସ୍ଥାନରୁ ବାଇକ ଚୋରି କରି ଅନ୍ୟ ଜାଗାରେ ବିକ୍ରି କରନ୍ତି ପୁଲିସ ସୂତ୍ରରୁ ପ୍ରକାଶ ।

Leave A Reply