www.samajalive.in
Wednesday, November 12, 2025
19.1 C
Bhubaneswar

ମାଆମାନେ ଘରର ପୁଲିସ : ସୁଜାତା କାତ୍ତିକେୟନ

ଭୁବନେଶ୍ବର ; ଘରେ ମାଆମାନେ ପୁଲିସ ହୁଅନ୍ତୁ। ଯେପରି ବାହାରେ ପୁଲିସ ପହରା ଦେଉଛି ଠିକ୍ ସେମିତି ଘରେ ମାଆମାନେ ପୁଲିସ ରୂପ ଧାରଣା କରନ୍ତୁ। ଘରୁ ବାହାରୁ ଥିବା ସଦସ୍ୟଙ୍କୁ ବାରଣ କରନ୍ତୁ ବୋଲି ମିଶନଶକ୍ତି ସଚିବ ସୁଜାତା କାତ୍ତିକେୟନ ସବୁ ମାଆମାନଙ୍କୁ ଅନୁରୋଧ କରିଛନ୍ତି।

ସେ କହିଛନ୍ତି ଯେ, ମାଆମାନେ ଘରର ପୁଲିସ ହୁଅନ୍ତୁ। ଘରୁ ଗୋଡ ନକାଢିବାକୁ ପରିବାର ଲୋକଙ୍କୁ କୁହନ୍ତୁ। କରୋନା ଔଷଧ ଆମ ହାତରେ ଅଛି। ଘରେ ରହିବା, କରୋନାକୁ ହରାଇବା।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories