ସମାଜ ଡିଜିଟାଲ ଡେସ୍କ: ଧୁମ୍ ଷ୍ଟାଇଲରେ ବାଇକରେ ଆସିଲା ମାଙ୍କଡ଼। ନିକଟରେ ବସିଥିବା ତିନି ଜଣ ପିଲାଙ୍କ ମଧ୍ୟରୁ କୁନି ପିଲାଟିକୁ ଅପହରଣ କରିବାକୁ ଉଦ୍ୟମ କରୁଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ମାଙ୍କଡ କିଭଳି କୁନି ପିଲାଟିକୁ ଅପହରଣ କରିବାକୁ ଉଦ୍ୟମ କରୁଛି ଦେଖନ୍ତୁ। ଟାଣି ଟାଣି କୁନି ପିଲାଟିକୁ ନେବାକୁ ପ୍ରୟାସ କରୁଥିବା ବେଳେ ଜଣେ ବୃଦ୍ଧ ମାଙ୍କଡକୁ ଘଉଡାଇଥିଲେ। ଫଳରେ ମାଙ୍କଡଟି ଡରି ସେଠାରୁ ପଳାଇଥିଲା।
Popular Categories



