ବୀରୁବାଇ ଗାଁରେ କେନ୍ଦ୍ରୀୟ ଫୋର୍ସ ସହ ଗୁଳିକାଣ୍ଡ ଘଟଣାରେ ସବ୍ୟସାଚୀ ପଣ୍ଡା ନିର୍ଦୋଷ

ଗୁଣପୁର: ଆଉ ଏକ ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡା ନିର୍ଦୋଷ ସାବ୍ୟସ୍ତ ହୋଇଥିବା ସୂଚନା ମିଳିଛି। ୨୦୦୬ ରାମନଗୁଡ଼ା ବୀରୁବାଇ ଗୁଳିକାଣ୍ଡ ଘଟଣାରେ ସବ୍ୟସାଚୀ ପଣ୍ଡା ନିର୍ଦୋଷ ବୋଲି ଜଣାପଡ଼ିଛି। ବୀରୁବାଇ ଗାଁରେ କେନ୍ଦ୍ରୀୟ ଫୋର୍ସ ସହ ଗୁଳିକାଣ୍ଡ ଘଟଣାରେ ସବ୍ୟସାଚୀ ପଣ୍ଡା ନିର୍ଦୋଷ ବୋଲି ସହକାରୀ ଦୌରାଜଜ୍ ତଥା ଉପ ବିଚାରପତି ରାୟ ଶୁଣାଇଥିବା ସୂଚନା ମିଳିଛି।
Comments are closed.