www.samajalive.in
Wednesday, December 10, 2025
15.1 C
Bhubaneswar

ସରପଞ୍ଚଙ୍କ ନାମରେ ସହାୟତା ରାଶି ହଡପ ଅଭିଯୋଗ

ମୋହନା: ପ୍ରାକୃତିକ ବିପର୍ୟ୍ୟୟରେ କ୍ଷତିଗ୍ରସ୍ତ ମହିଳାଙ୍କ ସହାୟତା ରାଶି ସରପଞ୍ଚ ହଡପ କରିଥିବା ଅଭିଯୋଗ ହୋଇଛି । ତିତିଲିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଗଜପତି ଜିଲ୍ଲାର ମୋହନାରୁ ଏହି ଅଭିଯୋଗଟି ଆସିଛି । ମୋହନା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ଜଣେ ମହିଳା ସ୍ଥାନୀୟ ମାଣ୍ଡିମେରା ସରପଞ୍ଚଙ୍କ ନାମରେ ଏହି ସାଂଘାତିକ ଅଭିଯୋଗ ଆଣିଛନ୍ତି ।  ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତିତିଲି କ୍ଷୟକ୍ଷତି ପାଇଁ ତାଙ୍କୁ ୨୦ ହଜାର ଟଙ୍କା ମିଳିଥିଲା । କିନ୍ତୁ ତହସିଲଦାରଙ୍କୁ ଦେବାକୁ କହି ସ୍ଥାନୀୟ ସରପଞ୍ଚ ସଂପୃକ୍ତ ମହିଳାଙ୍କ ଠାରୁ ସେହି ଟଙ୍କା ହଡପ କରିନେଇଛନ୍ତି । ଏହାକୁ ନେଇ ମହିଳା ଜଣଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories