www.samajalive.in
Saturday, December 6, 2025
16.1 C
Bhubaneswar

ମୋଦୀ ପୁଣି ହେବେ ପ୍ରଧାନମନ୍ତ୍ରୀ ,  ପ୍ରଶାନ୍ତ କିଶୋରଙ୍କ  ଭବିଷ୍ୟବାଣୀ !

ମୁମ୍ବାଇ ..-  ନରେନ୍ଦ୍ର ମୋଦୀ ପୁଣି ପ୍ରଧାନମନ୍ତ୍ରୀ ହେବେ ବୋଲି ଜନତା ଦଳ (ସଂଯୁକ୍ତ)ର ଜାତୀୟ ଉପସଭାପତି ପ୍ରଶାନ୍ତ କିଶୋର  ଭବିଷ୍ୟବାଣୀ କରିଛନ୍ତି  । ଗତବର୍ଷ ସେପ୍ଟେମ୍ବର ମାସରେ ପ୍ରଶାନ୍ତ କିଶୋର ଜେଡିୟୁରେ ଯୋଗଦାନ କରିଥିଲେ । ସୋମବାରରେ  ସେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କୁ ଭେଟିବା ପାଇଁ ମୁମ୍ବାଇ ଆସିଥିଲେ । ଏହାପରେ ସେ ମୋଦୀ ପ୍ରଧାନମନ୍ତ୍ରୀ ହେବେ ବୋଲି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।

୨୦୧୪ ମସିହାରେ ପ୍ରଶାନ୍ତ ମୋଦୀଙ୍କ ପାଇଁ ନିର୍ବାଚନ ପ୍ରଚାର ପରିଚାଳନା କରିଥିଲେ । ସେ ସମୟରେ ନରେନ୍ଦ୍ର ମୋଦୀ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଥିଲେ । ବିଜେପି ୨୦୧୪ ସାଧାରଣ ନିର୍ବାଚନରେ ପୂର୍ଣ୍ଣ ବହୁମତ ହାସଲ କରିଥିଲା । ଚଳିତ ଥର ମୋଦୀଙ୍କ ନେତୃତରେ ଏନ୍‌ଡିଏ ଭଲ ପ୍ରଦର୍ଶନ କରିବ । ଏଥିରେ ନୀତିଶ କୁମାର ବଡ ଭୂମିକା ନିର୍ବାହ କରିବେ ବୋଲି ପ୍ରଶାନ୍ତ କିଶୋର ପୂର୍ବାନୁମାନ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories