www.samajalive.in
Saturday, December 6, 2025
19.1 C
Bhubaneswar

ମୋଦୀ ସରକାର ୩.୦ : ଶପଥ ନେଲେ ଶାହ, ରାଜନାଥ, ଗଡକରୀ…

ନୂଆଦିଲ୍ଲୀ : ଆରମ୍ଭ ହୋଇଛି ମୋଦୀ ସରକାରଙ୍କ ତୃତୀୟ ଇନିଂସ । ଆଜି ସଂଧ୍ୟା ୭ଟା ୧୫ ମିନିଟରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂତନ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। । ଏହି ତାଲିକାରେ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ ଅଛନ୍ତି ।

୧. ନରେନ୍ଦ୍ର ମୋଦୀ-ପ୍ରଧାନମନ୍ତ୍ରୀ

- Advertisement -

କ୍ୟାବିନେଟ ମନ୍ତ୍ରୀ

୨. ରାଜନାଥ ସିଂହ

୩. ଅମିତ ଶାହା

୪. ନୀତିନ ଗଡ଼କରି

୫.ଜଗତ ପ୍ରକାଶ ନଡ୍ଶା

୬. ଶିବରାଜ ସିଂହ ଚୌହାନ

୭. ନିର୍ମଳା ସୀତାରମଣ

୮. ଶୁଭ୍ରମନ୍ୟମ ଜୟଶଙ୍କର

୯.ମନୋହର ଲାଲ ଖଟ୍ଟର

୧୦. ହରଡ଼ାନାହାଲି ଦେବଗୌଡ଼ା କୁମାର ସ୍ବାମୀ

୧୧. ପିୟୁଷ ବେଦପ୍ରକାଶ ଗୋୟଲ

୧୨. ଧର୍ମେନ୍ଦ୍ର ପ୍ରଧାନ

୧୩. ଜିତନ ରାମ ମାନଝି

୧୪. ରାଜୀବ ରଞ୍ଜନ ସିଂହ

୧୫. ସର୍ବାନନ୍ଦ ସୋନୱାଲ

୧୬. ଡ.ବୀରେନ୍ଦ୍ର କୁମାର

୧୭.  କିଞ୍ଜାରାପୁ ରାମମୋହନ ନାଇଡୁ

୧୮. ପ୍ରହ୍ଲାଦ ଯୋଶୀ

୧୯. ଜୁଏଲ ଓରାମ

୨୦. ଗିରିରାଜ ସିଂହ

୨୧.  ଅଶ୍ବିନୀ ବୈଷ୍ଣବ

୨୨. ଜ୍ୟୋତିରାଦିତ୍ୟ ମାଧବରାଓ ସିନ୍ଧିଆ

୨୩. ଭୁପେନ୍ଦ୍ର ଯାଦବ

୨୪. ଗଜେନ୍ଦ୍ର ସିଂହ ଶେଖାୱତ

୨୫. ଅନ୍ନପୂର୍ଣ୍ଣା ଦେବୀ

୨୬. କିରଣ ରିଜିଜୁ

୨୭. ହରଦୀପ ସିଂ ପୁରୀ

୨୮. ଡ.ମନସୁଖ ମାଣ୍ଡଭିୟ

୨୯. ଗଙ୍ଗାପୁରମ କିଷନ ରେଡ୍ଡୀ

୩୦. ଚିରାଗ ପାଶ୍ବାନ

୩୧. ଚନ୍ଦକାନ୍ତ ରଘୁନାଥ ପାଟିଲ

୩୨. ଇନ୍ଦ୍ରଜିତ ସିଂ

୩୩. ଡ.ଜିତେନ୍ଦ୍ର ସିଂହ

୩୪. ଅର୍ଜନୁ ରାମ ମେଘୱାଲ

ରାଷ୍ଟ୍ରମନ୍ତ୍ରୀ:

୩୫. ପ୍ରତାପ ରାଓ ଗଣପଥ ରାଓ ଯାଦବ

୩୬. ଜୟନ୍ତ ଚୌଧୁରୀ

୩୭. ଜିତେନ୍ଦ୍ର ପ୍ରସାଦ

୩୮. ଶ୍ରୀପଦ ନାୟକ

୩୯. ପଙ୍କଜ ଚୌଧୁରୀ

୪୦. କ୍ରିଷ୍ଣନ ପାଲ ଗୁଜର

୪୧. ରାମଦାସ ଅଠାୱଲେ

୪୨. ରାମନାଥ ଠାକୁର

୪୩. ନିତ୍ୟାନନ୍ଦ ରାୟ

୪୪. ଅନୁପ୍ରିୟା ପଟେଲ

୪୫. ବି.ସୋମନ୍ନା

୪୬. ଡ. ପେମ୍ମାସାନି ଚନ୍ଦ୍ରଶେଖର

୪୭. ପ୍ରଫେସର ସତ୍ୟ ପାଲ ସିଂହ ବାଘେଲ

୪୮. ଶୋଭା କରଣ୍ଡଲାଜେ

୪୯. କୀର୍ତ୍ତିବର୍ଦ୍ଧନ ସିଂହ

୫୦. ବି.ଏଲ.ବର୍ମା

୫୧. ଶାନ୍ତନୁ ଠାକୁର

୫୨. ସୁରେଶ ଗୋପୀ

୫୩. ଡ.ଏଲ. ମୁରୁଗନ

୫୪. ଅଜୟ ଟମଟା

୫୫. ବନ୍ଦି ସଞ୍ଜୟ କୁମାର

୫୬. କମଲେଶ ପାଶ୍ବାନ

୫୭. ଭାଗୀରଥ ଚୌଧୁରୀ

୫୮. ସତିଶ ଚନ୍ଦ୍ର ଦୁବେ

୫୯. ସଞ୍ଜୟ ସେଠ

୬୦. ରବନୀତ ବିଟ୍ଟୁ

୬୧. ଦୁର୍ଗାଦାସ ୱିକେ

୬୨. ରକ୍ଷା ନିଖିଲ ଖଡଗେ

୬୩. ସୁକାନ୍ତ ମଜୁମଦାର

୬୪. ସାବିତ୍ରୀ ଠାକୁର

୬୫. ତୋଖନ ସାହୁ

୬୬. ରାଜଭୂଷଣ ଚୌଧୁରୀ

୬୭.ଭୂପତି ରାଜୁ ଶ୍ରୀନିବାସ

୬୮. ହର୍ଷ ମାଲହୋତ୍ରା

୬୯. ନିମୁବେନ ବାମଭାନିଆ

୭୦. ମୁରଲୀଧର ମୋହୋଲ

୭୧. ଜର୍ଜ କୁରିୟନ

୭୨. ପବିତ୍ର ମାର୍ଗେରିଟା

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories